ଫକ୍ନା
ବଡ଼ମାଛର ପେଟ ଭିତରେ ଥିବା ବାୟୁପୂର୍ଣ୍ଣ ଧଳା ରଙ୍ଗର ଦୁଇ ଅଂଶବିଶିଷ୍ଟ ଥଳି; ମାଛଫଟକା —The air-bladder of a fish.
[ଦ୍ରଷ୍ଟବ୍ୟ —ଏହାକୁ ପିଲାମାନେ ଟିପି ଫୁଟାଇବାକୁ ସୁଖ ପାଆନ୍ତି ଏବଂ ଏହା ଫୁଟାଇଲାବେଳେ ଠୋ ଶବ୍ଦ କରେ]