ଫଗୁଣ ଫୁଟା

ଉଇକିଅଭିଧାନ‌ରୁ

ଫଗୁଣ ଫୁଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - . (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଶୂଦ୍ରଜାତିରେ ବଢ଼ିଲା କନ୍ୟା ପ୍ରଥମେ ଶାଶୁଘରୁ ବାପ ଘରକୁ ଫଗୁଣ ମାସରେ ଆସିବା କାର୍ଯ୍ୟ —The act a Ṡūdra girl's coming back to her father's house from the house of her father-in-law after attaining puberty.