Jump to content

ଫଗୁ ଦଶମୀ

ଉଇକିଅଭିଧାନ‌ରୁ

ଫଗୁ ଦଶମୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଫାଲ୍ଗୁନ ମାସର ଶୁକ୍ଳ ଦଶମୀ —The ୧୦th day of the bright fortnight of the month of Phālguna.

[ ଦ୍ର—ଫଗୁଦଶମୀ ଦିନ ରାଧାକୃଷ୍ଣଙ୍କ ବିଗ୍ରହଙ୍କର 'ଭିତର ଫଗୁ' ଉତ୍ସବ ହୁଏ, ଅର୍ଥାତ୍ ସେ ଦିନ ମନ୍ଦିରରେ ଥିବା ଅବସ୍ଥାରେ ରାଧାକୃଷ୍ଣ ବିଗ୍ରହଙ୍କ ଉପରେ ଫଗୁ ପକାଯାଏ ଓ ତତ୍ପର ଦିନଠାରୁ ବିଗ୍ରହମାନଙ୍କୁ ବାହାର କରାଯାଇ କରାଯାଇ ୫ ଦିନ ଦୋଳଯାତ୍ରା ଉତ୍ସବ କରାଯାଏ]