ଫଜର୍

ଉଇକିଅଭିଧାନ‌ରୁ

ଫଜର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଫଜରି, ଫଜର, ଫଜିରି—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆ ଫଜର୍)[ସମ୍ପାଦନା]

୧. ସକାଳ — ୧. Morning.
୨. ପ୍ରତ୍ୟୁଷ; ବଡ଼ିଭୋର — ୨. Daybreak; early morning.