ଫଟକିବା

ଉଇକିଅଭିଧାନ‌ରୁ

ଫଟକିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ -କ୍ରିୟାପଦ -[ସମ୍ପାଦନା]

୧. ଫଡ଼କିବା; ହୁରୁଡ଼ିକରି ଅଳାଇଯିବା — ୧. To fly away being scared.
୨. ଦଳ ଛାଡ଼ି ବା ସଙ୍ଗ ଛାଡ଼ି ପଳାଇବା — ୨. To flee away from a company
୩. ଫାଟିଯିବା —୩. To burst.