ଫଟକ ବିସିନୀ

ଉଇକିଅଭିଧାନ‌ରୁ

ଫଟକ ବିସିନୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଫଟକି ବିସିନୀ, ଫଟା ବିସିନୀଅନ୍ୟରୂପ

ଦେଶଜ - ବିଶେଷଣ -(ସଂସ୍କୃତ - ସ୍ଫୁଟ+ବ୍ୟସନୀ)[ସମ୍ପାଦନା]

ସଉକିନିଆଁ; ସୌଖୀନ୍ ଶୁଭ୍ର ବେଶଧାରୀ (ବ୍ୟକ୍ତି) — Foppish.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ସଉଖୀନ୍ ଶୃଭ୍ର ବେଶଧାରୀ ବ୍ୟକ୍ତି — Beau; fop; coxcomb.