Jump to content

ଫଟିକ

ଉଇକିଅଭିଧାନ‌ରୁ

ଫଟିକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଫଟିକ)

[ସମ୍ପାଦନା]

ସ୍ଫଟିକ; ଏକପ୍ରକାର ଧଳା ସ୍ୱଚ୍ଛ ପଥର — Crystal; quartz; rock-crystal.

ଦେଶଜ - ବିଶେଷଣ -

[ସମ୍ପାଦନା]

ସ୍ୱଚ୍ଛ —Transparent.