ଫଟେଇ ହେବା

ଉଇକିଅଭିଧାନ‌ରୁ

ଫଟେଇ ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ବ୍ୟଙ୍ଗାର୍ଥ; ସ୍ତ୍ରୀ ଭାଷା; ସ୍ପୁଟ୍ ଧାତୁ)[ସମ୍ପାଦନା]

୧. ଗୁଡାଏ ବୃଥାରେ ବକିବା; ଗପିବା — ୧. To prattle; to babble; to talk much.
୨. ଯିଗର କରି ଉପର୍ଯ୍ୟୁପରି ପ୍ରଶ୍ନ କରିବା — ୨. To ask questions with persistence.