ଫଡ଼ଫଡ଼
ଦେଖଣା
ଫଡ଼ଫଡ଼
ଉଚ୍ଚାରଣ
[ସମ୍ପାଦନା](ଫଡ଼ଫାଡ, ଫଡ଼ର ଫଡ଼ର—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - (ଧ୍ୱନ୍ୟନୁକରଣ) ଅ
[ସମ୍ପାଦନା]- ୧. ଲୁଗା ଚିରିବାର ଶବ୍ଦ — ୧. Sound of tearing cloth.
- ୨. ପକ୍ଷୀ ପ୍ରଥମେ ଉଡ଼ିବା ସମୟରେ ଡେଣାକୁ ବାଡ଼େଇବାର ଶବ୍ଦ — ୨. The sound of flapping of wings; fluttering sound.
- ୩. ଆମଦୋଷରୁ ଅଧୋବାୟୁ ସହିତ ମଳ ବାହାରିବାର ଶବ୍ଦ — ୩. The sound produced by wind mind mixed with stool during evacuation.
- ୪. ଆଗ ପଛ ନ ବିଚାରି ଅନର୍ଗଳ ଗପିବା — ୪. Talking garrulously.
- ୫. ପତାକା ପ୍ରଭୃତିର ଉଡ଼ିବାର ଶବ୍ଦ — ୫. The fluttering sound of flags.
କୁରୁ ସଇନ୍ୟେ ଗଜଶ୍ରେଣୀରେ ପତାକା ଭଡ଼ି ଉଚ୍ଚେ କରିଲେ ଫଡ଼ି ଫଡ଼ ଉକା—କୃଷ୍ଣସିଂହ. ମହାଭରତ ଭୀଷ୍ମ