ଫଡ଼ଫଡ଼ିଆ
ଦେଖଣା
ଫଡ଼ଫଡ଼ିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଫଡ଼ଫଡ଼ିଆ
|
(ଫଡ଼ଫଡ଼ୀ, ଫଡ଼ଫଡ଼େଈ—ସ୍ତ୍ରୀ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଫଡ଼ ଫଡ଼ ଶବ୍ଦ କରୁଥିବା — ୧. Making a fluttering or flapping sound.
- ୨. (ପୁଂ) ବାଚାଳ — ୨. Loquacious; garrulous.
- ୩. (ପୁଂ) ତୁରୁତୁରିଆ; ଚଞ୍ଚଳ; ଅସ୍ଥିର — ୩. Restless; hasty.