ଫଡ଼ି

ଉଇକିଅଭିଧାନ‌ରୁ

ଫଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଫଳକ)[ସମ୍ପାଦନା]

୧. ଖଣ୍ଡା — ୧. Sword.
୨. ପାଇକମାନେ ଖେଳିବାର କାଠ ଖଣ୍ଡା —୨. A wooden sword used for mimic sword-playing exercises.
୩. କର୍ପୁର, ଚନ୍ଦନ, ପାନଖିଲ ଆଦି ସଜ୍ଜିତ ଥିବା ଥାଳି — ୩. Plate or tray for holding scents and betel.
୪. ଢାଲ —୪. Shield.