ଫଡ଼ି
ଦେଖଣା
ଫଡ଼ି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଫଳକ)
[ସମ୍ପାଦନା]- ୧. ଖଣ୍ଡା — ୧. Sword.
- ୨. ପାଇକମାନେ ଖେଳିବାର କାଠ ଖଣ୍ଡା —୨. A wooden sword used for mimic sword-playing exercises.
- ୩. କର୍ପୁର, ଚନ୍ଦନ, ପାନଖିଲ ଆଦି ସଜ୍ଜିତ ଥିବା ଥାଳି — ୩. Plate or tray for holding scents and betel.
- ୪. ଢାଲ —୪. Shield.