ଫଡ଼ିଆ
ଦେଖଣା
ଫଡ଼ିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ସଂସ୍କୃତ - ଫଳକ)
[ସମ୍ପାଦନା]- ୧. ଜନ୍ତୁର ଧଡ଼ରୁ ପୃଥକ କରା ଯାଇ ଥିବା ପିଚା ସହିତ ଗୋଡ଼ —୧. Lag separated from the trunk, the part of the body consisting of the rump; rump and leg.
- ୨. ଚଟୁଆ; ପିଚା ଓ ଜଙ୍ଘ — ୨. Rump; buttock and thigh.
- ୩. ପିଚା —୩. Buttock.
ବିଶ୍ୱାମିତ୍ର କୁକୁର ମାଉଁସ ଫଡ଼ିଆ ବହି କନ୍ଧି ଦେଶେ ଉଲ୍ଲାସ କରି ହିୟା କୃଷ୍ଣସିଂହ. ମହାଭାରତ ଶାନ୍ତି