ଫଡ଼ିକାର

ଉଇକିଅଭିଧାନ‌ରୁ

ଫଡ଼ିକାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ରାଜାଙ୍କ ଭୃତ୍ୟବିଶେଷ (ଯେଉଁମାନେ ଥାଳିରେ ସଜ୍ଜିତ କର୍ପୂର, ଚନ୍ଦନ, ପାନଖିଲ ଆଦି ଧରି ରାଜାଙ୍କ ସଙ୍ଗେ ଥାଆନ୍ତି) —Servents who bear plantes holding betel and scents; tray-bearer.
୨. ଯେ ଖଣ୍ଡାରେ ଖେଳ ଦେଖାଏ —୨. Sword-player.
୩. ଖଡ଼୍ଗଧାରୀ ବ୍ୟକ୍ତି (ମାଦଳା ପାଞ୍ଜି) —୩. Swordsman.