ଫଡ଼େଇବା
ଦେଖଣା
ଫ(ଡ଼େ)ଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା](ଫାଡ଼ିବା କ୍ରିୟାର ଣିଜନ୍ତ ରୂପ) — The causative form of phāṟḍ̠ibā
- ୧. ଅନ୍ୟ ବ୍ୟକ୍ତିଦ୍ୱାରା ଫାଡ଼ିବା କ୍ରିୟା କରାଇବା — ୧. To cause to be split.
- ୨. ପୃଥକ୍ ବା ବିଭକ୍ତ କରାଇବା — ୨. To cause to be separated.
- ୩. ଚିରାଇବା —୩. To cause to tear.