ଫଣ୍ଡା

ଉଇକିଅଭିଧାନ‌ରୁ

ଫଣ୍ଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବି—(ତୁଳ. ବଙ୍ଗାଳୀ - ଫାଡ଼ା)[ସମ୍ପାଦନା]

୧. ମାରାତ୍ମକ ଦଶା; ଆସନ୍ନ ମୃତ୍ୟୁ ଅବସ୍ଥା; ମୁମୁର୍ଷୁ ଅବସ୍ଥା — ୧. Fatal condition; moribund state.
୨. ଜ୍ୟୋତିଷ ଗଣନାନୁସାରେ ମୃତ୍ୟୁଯୋଗ; ରିଷ୍ଟ — ୨. A conjunction of planets in one's horoscope leading to his death.