ଫଣ୍ଡ୍

ଉଇକିଅଭିଧାନ‌ରୁ

ଫଣ୍ଡ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)[ସମ୍ପାଦନା]

୧. ତହବିଲ; ଅର୍ଥକୋଷ; ପୁଞ୍ଜି; ନଗଦ ଧନ —୧. Fund; treasure; cash.
୨. କୌଣସି ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟରେ ଗଚ୍ଛିତ ଧନ — ୨. Money collected and stored for a particular purpose.