ଫତୁରିଆ କରିବା
ଦେଖଣା
ଫତୁରିଆ କରିବା
ଉଚ୍ଚାରଣ
[ସମ୍ପାଦନା][ଫତୁରିଆ ବନା (ନେ) ଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଫତୁରିଆ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିକୁ ମିଥ୍ୟାବାଦୀ ବୋଲି ପ୍ରମାଣିତ କରାଇବା —୧. To prove a person to be a liar.
- ୨. କୌଣସି ବ୍ୟକ୍ତିର ବାକ୍ୟ ବା କଥାକୁ ନିଷ୍ଫଳ କରାଇଦେବା — ୨. To frustrate a person's promise or words.