ଫତେଇ

ଉଇକିଅଭିଧାନ‌ରୁ

ଫତେଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଫତୁଇ—ଅନ୍ୟରୂପ)

ବୈଦେଶିକ - ବି—(ଆରବୀ - ଫତ୍ୱା; ଫତୁହୀ)[ସମ୍ପାଦନା]

ହାତ ନ ଥିବା କୁର୍ତ୍ତା; ଜାକେଟ୍ —Jacket; waist coat.