ଫତେଖାଁ
ଦେଖଣା
ଫତେଖାଁ
ଉଚ୍ଚାରଣ
[ସମ୍ପାଦନା]ଫତେ ନବାବ୍, ଫତେ ବାବୁଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବି—(ବ୍ୟଙ୍ଗ)—(ଆରବୀ - ଫତହ୍, ଫତେ=ବିଜୟ)
[ସମ୍ପାଦନା]- ୧. ଜୟଲାଭ କରିଥିବା ସେନାପତି — A victorious general.
ତିନି ଅଲଗା ଫତେଖାଁ—ଢ଼ଗ
(ଏ ଢଗର ଅର୍ଥ ଏହି ଯେ—ଯେଉଁ କାର୍ଯ୍ୟର ତନଖିବାର ଭାର ତିନି ଜଣ ବ୍ୟକ୍ତିଙ୍କ ଉପରେ ଥାଏ ସେ କାର୍ଯ୍ୟ ବିଗିଡ଼େ)
- ୨. ଆଡ଼ମ୍ୱର ଯୁକ୍ତ ନାମଧାରୀ ବ୍ୟକ୍ତି — ୨. A person with a big-sounding name.
- ୩. ପରାନ୍ନପୁଷ୍ଟ ଓ ଆଡ଼ମ୍ୱରଯୁକ୍ତ ବ୍ୟକ୍ତି —୩. A perosn who lives on the bounty of another and assumes airs.