ଫତେ କରିବା

ଉଇକିଅଭିଧାନ‌ରୁ

ଫତେ କରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.—(ଆରବୀ - ଫତହ୍= ବିଜୟ)[ସମ୍ପାଦନା]

୧. ଜୟ କରିବା; ଜିଣିବା —୧. To win.
୨. ସମାଧା କରିବା — ୨. To accomplish.
୩. କାର୍ଯ୍ୟସିଦ୍ଧ କରିବା —To succeed in doing a work.

ଏକା ଇନ୍ଦ୍ରଜିତ କାମ ଫତେ କରି ଦେବ— ନୀଳକଣ୍ଠ ଦାଶ. ପିଲାଙ୍କ ରାମାୟଣ