ଫତ୍ତେ

ଉଇକିଅଭିଧାନ‌ରୁ

ଫତ୍ତେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଯଥା— ଗଡ଼ ଫତେ କରିବା)

  • (file)

ଅନୁବାଦ[ସମ୍ପାଦନା]

=== ବୈଦେଶିକ - ବି(ଆରବୀ - ଫତହ, ଫତେ= ବିଜୟ; କାର୍ଯ୍ୟ ସିଦ୍ଧି)

୧. ଜୟଲାଭ —୧. Victory; conquest.
୨. କାର୍ଯ୍ୟ ଲାଭ; କୃତକାର୍ଯ୍ୟତା —୨. Success.

x x ତୁ ଯେପରି ହ ତ ଦେଲୁ କାମ ଫତେ ଫକୀର ମୋହନ. ଛ ମାଣ ଆଠଗୁଣ୍ଠ.

୩. କାର୍ଯ୍ୟସମାଧା —୩. Accomplished.

ବିଶେଷଣ -[ସମ୍ପାଦନା]

୧. ସୁସମାହିତ. ସୁସମ୍ପନ୍ନ —୧. Accomplished.

ବାମଦେବ ପରିପନ୍ଥି ରମଣୀୟୀକାମ ନୋହିଛିକି ଆହୁରି ଫତେ କବିସୂର୍ଯ୍ୟ. ସଙ୍ଗୀତ.

୨. ଜୟୀ —୨. Voctorious.
୩. କୃତକାର୍ଯ୍ୟ —୩. Successful.

ପ୍ରାଦେଶିକ -(ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ବୀର କ୍ଷତ୍ତ୍ରିୟମାନଙ୍କୁ ଦିଆ ଯିବା ଉପାଧି —A title given to valorous khatriyas.