ଫନୋଗ୍ରାଫ୍

ଉଇକିଅଭିଧାନ‌ରୁ

ଫନୋଗ୍ରାଫ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଫୋନୋଗ୍ରାଫ୍)[ସମ୍ପାଦନା]

କୌଣସି ଗାୟକର ଗୀତକୁ ଅବିକଳ ଉତ୍ପାଦନ କରିବା ସଙ୍ଗୀତ ଯନ୍ତ୍ର; ଗ୍ରାମୋଫୋନ୍ —Gramophone; phonograph.

[ଦ୍ରଷ୍ଟବ୍ୟ — ଏ କଳରେ ଚାବି ଦେଲେ ମନୁଷ୍ୟ କଣ୍ଠରୁ ବୋଲାଯିବା ସଙ୍ଗୀତ ପରି ଓ ଯନ୍ତ୍ରରୁ ଶବ୍ଦ ବାହାରେ ]