ଫନ୍ଦାଇବା

ଉଇକିଅଭିଧାନ‌ରୁ

ଫନ୍ଦାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.[ସମ୍ପାଦନା]

୧. ସଂଯୁକ୍ତ କରିବା — ୧. To join together.
୨. ନିୟୋଜିତ କରିବା — ୧. To engage.
୩. ଫାନ୍ଦି କରି କଥା କହିବା; କଥାକୁ ଯୋଡ଼ାଯୋଡ଼ିକରି ବିଶ୍ୱାସଯୋଗ୍ୟ କରି କହିବା —୩. To speak a matter in such manner that it will be believed or it will seem probable.
୪. ମଙ୍ଗାଇବା —୪. To make one agree to.

ଫେଇ ଦିଅନ୍ତି କଣ୍ଠୁ ଏ ମଣି ହାର ଫନ୍ଦାଇ ପାରିବ କି କବି ମିହିର କବିସୂର୍ଯ୍ୟ. ରତ୍ନାକର ଚମ୍ପୂ

୫. ଭୁଲାଇବା —୫. To inveigle.

ଫନ୍ଦାଇ ନାନା ବିନୟେ କହି ହନ୍ତେ ତୃଣ ଧରିବାର ଗଲା କବିସୂର୍ଯ୍ୟ. କିଶୋରୀଚମ୍ପୁ. ଫ. ଗୀତ