Jump to content

ଫନ୍ଦିବାଜ୍

ଉଇକିଅଭିଧାନ‌ରୁ

ଫନ୍ଦିବାଜ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଫନ୍ଦାବାଜ୍, ଫନ୍ଦୀବାଜ୍—ଅନ୍ୟରୂପ)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯୋଗାଡ଼ିଆ — ୧. One who makes preparations to bring about a result.
୨. ପଲିସିବାଜ୍; କୌଶଳୀ — ୨. Strategic; artful.
୩. ଉପସ୍ଥିତବୁଦ୍ଧିଶାଳୀ —୩. Having presence of mind; resourceful.
୪. ଯେ ଆପଣାର ଜୀବିକା ନିର୍ବାହ ନିମନ୍ତେ ଉପଯୁକ୍ତ ଉପାୟ ଅବଲମ୍ୱନ କରେ —୪. One who takes to a suitable occupation.