ଫନ୍ଦ ଫିକର

ଉଇକିଅଭିଧାନ‌ରୁ

ଫନ୍ଦ ଫିକର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଫନ୍ଦି ଫିକର—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

[ଫମ୍ଦ ଫିକରିଆ, ଫନ୍ଦ ଫିକରୀ—ବ୍ୟକ୍ତିବାଚକ ବିଣ]

ବୈଦେଶିକ - ବିଶେଷ୍ୟ - (ଆରବୀ - ଫନ୍ଦି+ଫିକର୍)[ସମ୍ପାଦନା]

୧. କୂଟ କୌଶଳ — ୧. Artifice; stratagem.
୨. ଉପାୟ —୨. Means.
୩. ଜୀବିକା ନିର୍ବାହର ଉପାୟ; ବୃତ୍ତି — ୩. Means of living, livelihood.