ଫପଡ଼ ଦଲାଲା
ଦେଖଣା
ଫପଡ଼ ଦଲାଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷଣ -(ତୁଳ. ବଙ୍ଗାଳୀ - ଫୋପର ଦଲାଲ୍= ବଳେପଶା ଲୋକ)—ବିଶେଷଣ -
[ସମ୍ପାଦନା]- ୧. ଯେ କୌଣସି କାର୍ଯ୍ୟ ନ ବୁଝି ବା ତହିଁରେ କୌଣସି ଦାୟିତ୍ୱପୂର୍ଣ୍ଣ ଅଂଶ ବହନ ନ କରି କେବଳ ମୁହଁରେ ଫଡ଼୍ ଫଡ଼୍ କରି କଥା କହୁ ଥାଏ ବା ଉପଦେଶ ଦେଉ ଥାଏ; ବଚନସର୍ବସ୍ୱ —୧. An irresponsible talker who gives advice gratis.
- ୨. ଯେ ଅଯାଚିତ ଭାବରେ ଅନ୍ୟର କାମ କରେ; ବଳେପଶା — ୨. Officious.