Jump to content

ଫପସା

ଉଇକିଅଭିଧାନ‌ରୁ

ଫପସା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - —(ସଂସ୍କୃତ - ସ୍ଫାୟ ଧାତୁ= ଫୁଲିବା)

[ସମ୍ପାଦନା]
୧. ବଳରହିତ ଓ ସ୍ଥୂଳକାୟ —Corpulent and weak.
୨. ପୋଲା (ମାଟି); ଯହିଁରେ କୌଣସି ହତିଆର ମାଇଲେ ତାହା ଭିତରକୁ ପଶିଯାଏ; ଶୂନ୍ୟଗର୍ଭ — ୨. Porous (earth); hollow.

ଦେଶଜ - ବିଶେଷ୍ୟ -(ସଂସ୍କୃତ -ପୁପ୍ ଫୁସ)

[ସମ୍ପାଦନା]

ଫୁସଫୁସ ଯନ୍ତ୍ର Lungs.