ଫପସା

ଉଇକିଅଭିଧାନ‌ରୁ

ଫପସା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - —(ସଂସ୍କୃତ - ସ୍ଫାୟ ଧାତୁ= ଫୁଲିବା)[ସମ୍ପାଦନା]

୧. ବଳରହିତ ଓ ସ୍ଥୂଳକାୟ —Corpulent and weak.
୨. ପୋଲା (ମାଟି); ଯହିଁରେ କୌଣସି ହତିଆର ମାଇଲେ ତାହା ଭିତରକୁ ପଶିଯାଏ; ଶୂନ୍ୟଗର୍ଭ — ୨. Porous (earth); hollow.

ଦେଶଜ - ବିଶେଷ୍ୟ -(ସଂସ୍କୃତ -ପୁପ୍ ଫୁସ)[ସମ୍ପାଦନା]

ଫୁସଫୁସ ଯନ୍ତ୍ର Lungs.