Jump to content

ଫମ୍ପେଇବା

ଉଇକିଅଭିଧାନ‌ରୁ

ଫମ୍ପେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଫୁଲାଇବା; ସ୍ମ୍ଫୀତ କରିବା — ୧. To inflate.
୨. ଭିତରେ ପବନ ଭର୍ତ୍ତି କରାଇବା — ୨. To blow up a thing with wind.
୩. ଫୁଲିବା —୩. To swell; to be inflated.