Jump to content

ଫରକଟା

ଉଇକିଅଭିଧାନ‌ରୁ

ଫରକଟା

ଉଚ୍ଚାରଣ

[ସମ୍ପାଦନା]

ଫର୍କଟା, ଫର୍କଟିଆଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପୃଥକ୍; ଆରବୀ - ଫର୍କ=ପୃଥକ୍)

[ସମ୍ପାଦନା]
୧. ପରସ୍ପରଠାରୁ ଅଲଗା ହୋଇଥିବା — ୧. Seraparated; parted from each other.

ଫରକଟା ଗୋଡ଼େ ହୁଏ ପୁଣି ଠିଆ ରାଧାନାଥ. ଦରବାର

୨. ଦୁଇ ଶାଖା ବିସ୍ତୃତ ହୋଇ ପୃଥକ ହୋଇ ଯାଇଥିବା — ୨. Divergent; with the two ends diverging from each other.