ଫରକା ପକାଇବା

ଉଇକିଅଭିଧାନ‌ରୁ

ଫରକା ପକାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ସରୁଆ ଭଅଁରରେ କରାଯାଇ ଥିବା ଛିଦ୍ରର ମୁହଁକୁ ଫରକା ଯନ୍ତ୍ର—ଦ୍ୱାରା ଚଉଡ଼ା କରିଦେବା —To widen the mouth of a hole, so that head of a screw will fit into it.

[ଦ୍ରଷ୍ଟବ୍ୟ —ଏପରି କଲେ ଉକ୍ତ ଛିଦ୍ରରେ ଅଣ୍ଟାଯିବା ପେଚକଣ୍ଟାରେ ଛତି କାଠରେ ପୃଷ୍ଠସଙ୍ଗ ସମତଳ ହୋଇ ବସିଯାଏ]