ଫରକ(ଟେ)ଇବା
ଦେଖଣା
ଫରକ(ଟେ)ଇବା
ଉଚ୍ଚାରଣ
[ସମ୍ପାଦନା][ଫର୍କଟା(ଟେ)ଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦୁଇ ଶାଖାକୁ ବିସ୍ତୃତ କରି ଅନ୍ୟୋନ୍ୟଠାରୁ ଏକ ମୁଣ୍ଡରେ ପୃଥକ୍ କରାଇବା —୧. To cause to diverge ferom one another.
- ୨. ବିସ୍ତାର କରିବା; ମେଲା କରିବା — ୨. To open; to spread open.
- ୩. ଫାଙ୍କ ଫାଙ୍କ କରିବା —୩. To separate.