ଫରମାସି
ଦେଖଣା
ଫରମାସି
ଉଚ୍ଚାରଣ
[ସମ୍ପାଦନା]ଫରମାଇସ(ସି), ଫରମାଏସ(ସି), ଫର୍ମାସ(ସି)ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -(ଫାରାସୀ - ଫରମାଇସ୍)
[ସମ୍ପାଦନା]- ୧. ଆଦେଶ; ବରାଦ —୧. Order.
- ୨. ବିଶିଷ୍ଟ ପଦାର୍ଥ ତିଆରି କରିବା ବା ଯୋଗାଇବା ନିମନ୍ତେ ଆଦେଶ —୨. Special order for the supply of a thing.
ଟେକିଏ ଏ ସୁନ୍ଦର ଶ୍ରାମୁଖଟି ପରଘରବୁଡ଼ା ଫରମାସ କବିସୂର୍ଯ୍ୟ. କିଶୋରୀଚମ୍ପୂ ଟ. ଗୀତ
ଅନୁବାଦ
[ସମ୍ପାଦନା]ବିଶେଷଣ -(ଫାରାସୀ - ଫର୍ମାଇଶୀ)
[ସମ୍ପାଦନା]- ୧. ଆଦେଶ ଅନୁସାରେ ପ୍ରସ୍ତୁତ ବା ଯୋଗା ହୋଇଥିବା —୧. Specially made or supplied to order.
- ୨. ଉତ୍କୃଷ୍ଟ —୨. Excellent.