ଫରମାସି
ଫରମାସି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଫରମାଇସ(ସି), ଫରମାଏସ(ସି), ଫର୍ମାସ(ସି)ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ -(ଫାରାସୀ - ଫରମାଇସ୍)[ସମ୍ପାଦନା]
- ୧. ଆଦେଶ; ବରାଦ —୧. Order.
- ୨. ବିଶିଷ୍ଟ ପଦାର୍ଥ ତିଆରି କରିବା ବା ଯୋଗାଇବା ନିମନ୍ତେ ଆଦେଶ —୨. Special order for the supply of a thing.
ଟେକିଏ ଏ ସୁନ୍ଦର ଶ୍ରାମୁଖଟି ପରଘରବୁଡ଼ା ଫରମାସ କବିସୂର୍ଯ୍ୟ. କିଶୋରୀଚମ୍ପୂ ଟ. ଗୀତ
ଅନୁବାଦ[ସମ୍ପାଦନା]
ବିଶେଷଣ -(ଫାରାସୀ - ଫର୍ମାଇଶୀ)[ସମ୍ପାଦନା]
- ୧. ଆଦେଶ ଅନୁସାରେ ପ୍ରସ୍ତୁତ ବା ଯୋଗା ହୋଇଥିବା —୧. Specially made or supplied to order.
- ୨. ଉତ୍କୃଷ୍ଟ —୨. Excellent.