ଫରସ

ଉଇକିଅଭିଧାନ‌ରୁ

ଫରସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଫର୍ସ—ଅନ୍ୟରୂପ)

ଦେଶଜ - ବିଶେଷଣ - (ପରିଷ୍କାର)[ସମ୍ପାଦନା]

ନିର୍ମଳ —Clean.

କରିବାରୁ ଅକରଷ ଚିତ୍ତ ଫରସ ଭଞ୍ଜ

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଓ ଆରବୀ - ଫର୍ଷ)[ସମ୍ପାଦନା]

ବଇଠକଖାନାର ଚଟାଣରେ ପଡ଼ିଥିବା ସତରଞ୍ଜ ବା ଗାଲିଚା ଆଦି ଉପରେ ବିଛାଯାଇଥିବା ବଡ଼ ଚାଦର —Floor-cloth.