ଫରାକ

ଉଇକିଅଭିଧାନ‌ରୁ

ଫରାକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ତୁଳ. ଫାରାସୀ - ଫରାମୋଶ୍=ବିସ୍ତୃତ)[ସମ୍ପାଦନା]

ବିସ୍ମରଣ — Forgetting.

=== ବୈଦେଶିକ - ବି—(ଇଂରାଜୀ - ଫ୍ରକ୍)

ସ୍ତ୍ରୀଲୋକ ଓ ଶିଶୁଙ୍କ ପରିଧେୟ ଢିଲା କୁର୍ତ୍ତା —Frock.