ଫରାକତ
ଦେଖଣା
ଫରାକତ
ଉଚ୍ଚାରଣ
[ସମ୍ପାଦନା]ଫରାଖତ(ତି), ଫରକ(ଖ)ତ(ତି)ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଫାର୍ଖତ; ଆ ଫାରିଗ୍ଖତ୍= ମୁକ୍ତିପତ୍ର)
[ସମ୍ପାଦନା]- ୧. ମୁକ୍ତିପତ୍ର —୧. Deed of release.
- ୨. ବିଶୋଧନ ପାଉତି — ୨. A receipt in full satisfaction or discharge.
- ୩. ଖୋଲା ବା ମୁକ୍ତ ସ୍ଥାନ —୩. Open space.
- ୪. ସ୍ୱୀକାର ପତ୍ର — ୪. Deed or acknoweledgment.
- ୫. ଛାଡ଼ ପତ୍ର —୫. A deed divorce.