ଫରାକତ
ଫରାକତ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଫରାଖତ(ତି), ଫରକ(ଖ)ତ(ତି)ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଫାର୍ଖତ; ଆ ଫାରିଗ୍ଖତ୍= ମୁକ୍ତିପତ୍ର)[ସମ୍ପାଦନା]
- ୧. ମୁକ୍ତିପତ୍ର —୧. Deed of release.
- ୨. ବିଶୋଧନ ପାଉତି — ୨. A receipt in full satisfaction or discharge.
- ୩. ଖୋଲା ବା ମୁକ୍ତ ସ୍ଥାନ —୩. Open space.
- ୪. ସ୍ୱୀକାର ପତ୍ର — ୪. Deed or acknoweledgment.
- ୫. ଛାଡ଼ ପତ୍ର —୫. A deed divorce.