ଫରାକତି

ଉଇକିଅଭିଧାନ‌ରୁ

ଫରାକତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଫରାକତ(ତି), ଫରକ(ଖ)ତ(ତି)ଅନ୍ୟରୂପ

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଫାର୍ଖତ; ଆ ଫାରିଗ୍ଖତ୍= ମୁକ୍ତିପତ୍ର)[ସମ୍ପାଦନା]

୧. ମୁକ୍ତିପତ୍ର —୧. Deed of release.
୨. ବିଶୋଧନ ପାଉତି — ୨. A receipt in full satisfaction or discharge.
୩. ଖୋଲା ବା ମୁକ୍ତ ସ୍ଥାନ —୩. Open space.
୪. ସ୍ୱୀକାର ପତ୍ର — ୪. Deed or acknoweledgment.
୫. ଛାଡ଼ ପତ୍ର —୫. A deed divorce.



ଫରାକତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଫରାକତିଆ, ଫରାଖତି, ଫରାଖତିଆଅନ୍ୟରୂପ

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଣ—(ଫାରାସୀ - ଫାରିଗ୍)[ସମ୍ପାଦନା]

୧. ମୁକ୍ତ — ୧. Released.
୨. (ଫାରାସୀ - ଫରାଖ୍) ଖୋଲା; ଉନ୍ନକ୍ତ — ୨. Opened; open.
୩. (ଆରବୀ - ଫାରିଗ୍ଖତୀ) ଛାଡ଼ପତ୍ର ଦିଆ ଯାଇଥିବା —୩. Divorced.
୪. (ଆରବୀ - ଫରାଖ୍) ସ୍ଥାନ ବିଶିଷ୍ଟ; ଆୟତ — ୪. Spacious.