ଫରାକତି
ଦେଖଣା
ଫରାକତି
ଉଚ୍ଚାରଣ
[ସମ୍ପାଦନା]ଫରାକତ(ତି), ଫରକ(ଖ)ତ(ତି)ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଫାର୍ଖତ; ଆ ଫାରିଗ୍ଖତ୍= ମୁକ୍ତିପତ୍ର)
[ସମ୍ପାଦନା]- ୧. ମୁକ୍ତିପତ୍ର —୧. Deed of release.
- ୨. ବିଶୋଧନ ପାଉତି — ୨. A receipt in full satisfaction or discharge.
- ୩. ଖୋଲା ବା ମୁକ୍ତ ସ୍ଥାନ —୩. Open space.
- ୪. ସ୍ୱୀକାର ପତ୍ର — ୪. Deed or acknoweledgment.
- ୫. ଛାଡ଼ ପତ୍ର —୫. A deed divorce.
ଫରାକତି
ଉଚ୍ଚାରଣ
[ସମ୍ପାଦନା]ଫରାକତିଆ, ଫରାଖତି, ଫରାଖତିଆଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଣ—(ଫାରାସୀ - ଫାରିଗ୍)
[ସମ୍ପାଦନା]- ୧. ମୁକ୍ତ — ୧. Released.
- ୨. (ଫାରାସୀ - ଫରାଖ୍) ଖୋଲା; ଉନ୍ନକ୍ତ — ୨. Opened; open.
- ୩. (ଆରବୀ - ଫାରିଗ୍ଖତୀ) ଛାଡ଼ପତ୍ର ଦିଆ ଯାଇଥିବା —୩. Divorced.
- ୪. (ଆରବୀ - ଫରାଖ୍) ସ୍ଥାନ ବିଶିଷ୍ଟ; ଆୟତ — ୪. Spacious.