ଫରେବି

ଉଇକିଅଭିଧାନ‌ରୁ

ଫରେବି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଫରବ, ଫରେବ, ଫରେବୀଅନ୍ୟରୂପ

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷଣ - (କଚିରିଆ) (ଆରବୀ - ଫରେବୀ)[ସମ୍ପାଦନା]

୧. ପ୍ରତାରଣାପୂର୍ଣ୍ଣ —୧. Deceitful.
୨. ତଞ୍ଚକତାପୂର୍ଣ୍ଣ — ୨. Fradulent.

ବିଶେଷ୍ୟ -[ସମ୍ପାଦନା]

୧. ତଞ୍ଚକତା —୧. Fraud.
୨. ଠକାମି; ପ୍ରତାରଣା — ୨. Deceit; trick; cheating.