ଫରେଷ୍ଟ ନାକାଘର

ଉଇକିଅଭିଧାନ‌ରୁ

ଫରେଷ୍ଟ ନାକାଘର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ଫରେଷ୍ଟଗାଡ଼ ବା ଜଙ୍ଗଲର ଜଗୁଆଳିମାନେ ରହିବା ବସାଘର (ଯେଉଁଠାରେ ସେମାନେ ଜଙ୍ଗଲରୁ ମାଲ ନେବା ବ୍ୟକ୍ତିମାନଙ୍କରଠାରୁ ଶଳ୍କ ଆଦାୟ କରନ୍ତି) —The room where the forest guards keep watch and realise tolls for forest produce.

(ଯଥା—ସଦର ତହସିଲଦାର ଓଡ଼ିଗାଁ ଅସଛା ଗ୍ରାମରେ ଫରେଷ୍ଟ ନାକାଘର ରହିବାର ସ୍ଥିର ହୋଇଅଛି—ଦୈନିକଆଶା)