ଫର୍ଫରୀକ

ଉଇକିଅଭିଧାନ‌ରୁ

ଫର୍ଫରୀକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସ୍ଫୁର୍ ଧାତୁ+ସଂଜ୍ଞାର୍ଥେ. ଈକ)[ସମ୍ପାଦନା]

୧. ଚପଟେ; ଚାପୁଡ଼ା —୧. Slap.
୨. ଗଛର ନୂତନ କୋମଳ ପତ୍ର — ୨. New tender leaves.
୩. ମିଷ୍ଟତା —୩. Sweetness.
୪. ମୃଦୁତା —୩. Mildness.