ଫର୍ ଫର୍

ଉଇକିଅଭିଧାନ‌ରୁ

ଫର୍ ଫର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଫର୍ହର—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - (ଧ୍ୱନ୍ୟନୁକରଣ)ଅ (ସଂସ୍କୃତ - ଫର୍ଫର; ଫାରାସୀ - ଫର୍ ଫର୍= ତୁରିତ)[ସମ୍ପାଦନା]

୧. ପତଳା ଲୁଗାଆଦିର ପବନରେ ଉଡ଼ିବା ଶବ୍ଦ —୧. Flapping sound of the thing flowering in the air.

ଫିଙ୍ଗଳ କେଶ ବେଶ ହୋଇ କୁସୁମରେ ଉଡ଼ୁଛନ୍ତି କେତେ ଉର୍ଦ୍ଧ୍ୱକୁ ଫରଫରେ କୃଷ୍ଣସିଂହ. ମହାଭାରତ ବନ

୨. ଅତିଶୟ; ଖୁବ୍ୱେଶି —୨. Very; much.

(ଯଥା—ଧୋବ ଫର୍ ଫର୍)

୩. ଅତି ଚଞ୍ଚଳ; ତ୍ୱରିତ —୩. Hastily.
୪. ଅଧୀର ରୂପେ —୪. Impatiently.