ଫଲନା
ଫଲନା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଫଲଣେଇ, ଫଳନା, ଫଲାନାଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ସର୍ବ (ଫାରାସୀ - ଫଲାଁ)[ସମ୍ପାଦନା]
ଅମୁକ — So and so.
ଅଲଣା ସିନା ସେ କାବ୍ୟ ନାହିଁ ଯହିଁ ଫଲଣାର ଉଟ୍ଟଙ୍କନ—ବିଜୁଳୀ
ବିଶେଷଣ - (ଆରବୀ - ଫଲାନ୍=ଯୋନି)[ସମ୍ପାଦନା]
- ୧. ଅମୁକ —୧. So and so.
ଯେବେ ଶୁଣିବେ ଫଲଣା ଜମିଦାର ହାତରେ ତେଗ୍ ଟଙ୍କା ଅଛି ତକ୍ଷଣେ ବୁଝିଯିବ ସେ ରୂପବାନ ଗୁଣବାନ୍ xxx ଫକୀରମୋହନ. ଛମାଣଆଠଗୁଣ୍ଠ
[ଦ୍ରଷ୍ଟବ୍ୟ —କୌଣସି ବ୍ୟକ୍ତିର ନାମ ଉଲ୍ଲେଖ କରା ନ ଯାଇ ଏହି ଶବ୍ଦ ବ୍ୟବହୃତ ହୁଏ ଅଦାତା ଓ କୃପଣ ବ୍ୟକ୍ତିଙ୍କ ନାମୋଚ୍ଚାରଣ କଲେ ଅମଙ୍ଗଳ ଘଟେ ବୋଲି କୌଣସି ଅଞ୍ଚଳର ପ୍ରସିଦ୍ଧ ଅଦାତାର ନାମ ଉଚ୍ଚାରଣ ନ କରି ଲୋକେ 'ଫଲଣା' ବାବୁ ବୋଲି କହିଲେ ସମସ୍ତେ ସେହି ବ୍ୟକ୍ତିକୁ ଠଉରାଇ ନିଅନ୍ତି]
- ୧. ଅପ୍ରକାଶ୍ୟ (ବିଷୟ) — ୧. Unmentionable (matter)
- ୨. ଜଘନ୍ୟ (କଥା) —୨. Dirty (matter).
- ୩. ଅଶ୍ଳୀଳ (ଶବ୍ଦ) —୩. Indecent (See)