ଫଳଦ

ଉଇକିଅଭିଧାନ‌ରୁ

ଫଳଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଫଳଦା—ସ୍ତ୍ରୀ) 

ଫଳଦାୟକ, ପଳଦାତା—ପୁଂ, ଫଳଦାୟିକା, ଫଳଦାତ୍ରୀ—ସ୍ତ୍ରୀଅନ୍ୟରୂପ

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଫଳ+ଦା ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

ଯାହା ଫଳ ଦିଏ —Producing fruit; yielding fruit; fruitful.