ଫଳା

ଉଇକିଅଭିଧାନ‌ରୁ

ଫଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫଳ; ଫଳକ[ସମ୍ପାଦନା]

୧. ବ୍ୟଞ୍ଜନ ବର୍ଣ୍ଣରେ ଅନ୍ୟ ବ୍ୟଞ୍ଜନ ବର୍ଣ୍ଣ ସଂଯୁକ୍ତ ହେବାର ଆକୃତି; ଅସଲ ଅକ୍ଷରରେ ଯୁକ୍ତ ହେବା ବ୍ୟଞ୍ଜନ ବର୍ଣ୍ଣର ଚିହ୍ନ — ୧. The sign added to a letter to make a dipthong or compound consonant.

[ଦ୍ରଷ୍ଟବ୍ୟ —ଯଥା—ମ ଫଳା,ର ଫଳା; ଓଡ଼ିଶାରେ ୧୭: ଗୋଟି ଫଳା— ଯୁକ୍ତ ବନା ଅଛି ଏହାକୁ ପିଲାମାନେ ବର୍ଣ୍ଣପରିଚୟ ପରେ ଶିଖନ୍ତି (ସତର ଫଳା ଦେଖ) ବ୍ୟଞ୍ଜନ ବର୍ଣ୍ଣରେ ଆ, ଇ ଆଦି ସ୍ୱରବର୍ଣ୍ଣ ଯୁକ୍ତ ହେବା ଚିହ୍ନକୁ ମାତ୍ରା ବୋଲାଯାଏ]

୨. (ସଂସ୍କୃତ - ଫଳକ) ଶରାଗ୍ର —୨. The head of an arrow
୩. ଫରି; ଢାଲ —୩. Shield.
୪. ଶସ୍ତ୍ରାଦିର ସୂକ୍ଷ୍ମ ମୁଖ —୪. The fine edge of a weapon.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ପାନବରଜୀ ଭାଷା) ପାନ ଲତାର ଗଣ୍ଠି ମାନଙ୍କରୁ ବାହାରିବା ଶାଖ —୧. The branch or secondary shoot of a betal creeper.
୨. ଫଲା (ଦେଖ) - —୨. Phaḻā (See)