Jump to content

ଫଳାଇବା

ଉଇକିଅଭିଧାନ‌ରୁ

ଫଳାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଫଳ୍ ଧାତୁ; ଫଳିବାର ଣିଜନ୍ତ)

[ସମ୍ପାଦନା]
୧. ଗଛରେ ଫଳ ଫଳିବାର ଉପାୟ କରିବା — ୧. To cause a tree to bear fruit.
୨. ଚିତ୍ରର ରଙ୍ଗକୁ ସୁଷ୍ପଷ୍ଟ କରାଇବା — ୨. To make the colour of a picture grow distinct.
୩. କୌଣସି ବିଷୟକୁ ସୂଚନା ବା ଇସାରା ଦେବା — ୩. To throw our a hint or suggestion.
୪. ଫଳରେ ଦେଖାଇ ଦେବା; ସଫଳ କରାଇବା — ୪. To show by results.

ଭକତ ବାକ୍ୟ ଫଳାଇବା ଲାଗି ପେଷିଲେ ଅୟୁଧ ତାର ନିଧନ ମନାସି ରାଧାନଥ. ମହାଯାତ୍ରା

୫. ବନ୍ଧ୍ୟା ସ୍ତ୍ରୀର ଗର୍ଭ ହେବାର ଉପଚାର କରିବା — ୫. To cause a barren woman to bear children.