Jump to content

ଫଳି

ଉଇକିଅଭିଧାନ‌ରୁ

ଫଳି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଫଳ+ଧାତୁ+ଇ)

[ସମ୍ପାଦନା]

ମଧୁର ପାଣିରେ ରହିବା ଏକ ପ୍ରକାର ଚଟକା ନାତିବୃହତ୍ ମାଛ — A kind of flat fresh water fish; Notopterus Kapirat.

[ଦ୍ରଷ୍ଟବ୍ୟ —ଏହା ଶକଳୀ ମତ୍ସ୍ୟ ଏହାର ଗଠନ ଚିତଳ ପରି ଚେପା କିନ୍ତୁ ଛୋଟ ଲମ୍ୱାରେ ଏକ ହାତରୁ ବଡ଼ ଫଳି ଦେଖା ଯାଏ ନାହିଁ]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଫଳକ)

[ସମ୍ପାଦନା]

ଶଗଡ଼ ବା ନିଶୁଣିର ଦୁଇ ଦଣ୍ଡାକୁ ଯୋଗ କରିଥିବା ପଟା ଖଣ୍ଡମାନ —The plates joining the two shafts or beams of a bullock cart or the ୨ arms of a ladder.