ଫଳ କାମନା

ଉଇକିଅଭିଧାନ‌ରୁ

ଫଳ କାମନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଫଳାକାଙ୍କ୍ଷା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଫଳ+କାମନା)[ସମ୍ପାଦନା]

କୌଣସି କୃତକାର୍ଯ୍ୟର ଫଳ ପାଇବାର ଆଶା — The hankering after the result of one's action.