ଫଳ ପାକାନ୍ତ

ଉଇକିଅଭିଧାନ‌ରୁ

ଫଳ ପାକାନ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଫଳ+ପାକ=ପାଚିବା+ଅନ୍ତ=ମୃତ୍ୟୁ)[ସମ୍ପାଦନା]

ଫଳ ପାଚିଲେ ଯେଉଁସବୁ ଗଛ ମରିଯାଏ; ଓଷଧି —Annual plants.

[ଦ୍ରଷ୍ଟବ୍ୟ —ଧାନ, କଦଳୀ, ବାଉଁଶ ପ୍ରଭୃତିରେ ଫଳ ପାଚିଲେ ସେ ସବୁ ଗଛ ମରିଯାଏ]