Jump to content

ଫଳ ଭୁମି

ଉଇକିଅଭିଧାନ‌ରୁ

ଫଳ ଭୁମି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଫଳ+ଭୂମି)

[ସମ୍ପାଦନା]
୧. କର୍ମଫଳ ଭୋଗର ସ୍ଥାନ —୧. The place where a man experiences the result of one's action.
୨. ଭାରତବର୍ଷ (ଜ୍ଞାନେନ୍ଦ୍ର) —୨. India.