ଫଳ ଶ୍ରୁତି

ଉଇକିଅଭିଧାନ‌ରୁ

ଫଳ ଶ୍ରୁତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଫଳ+ଶ୍ରୁତି)[ସମ୍ପାଦନା]

୧. ନିଜକୃତ କର୍ମରେ ଫଳ ଶ୍ରବଣ କରିବା — ୧. Having the result of one's action.
୨. ଶାସ୍ତ୍ରପାଠ ଓ ଧର୍ମକାର୍ଯ୍ୟାଦି କଲେ କି ଫଳଲାଭ ହୁଏ ଆହାର ଉଲ୍ଲେଖ —୨. Statement of the advantages to be gained by doing a meritorious act.