Jump to content

ଫାଇଁ ଫାଇଁ

ଉଇକିଅଭିଧାନ‌ରୁ

ଫାଇଁ ଫାଇଁ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ଧ୍ୱନ୍ୟନୃକରଣ) ଅ

[ସମ୍ପାଦନା]

ଫଁ ଫଁ (ଦେଖ) - Phañ phañ (See)

ସର୍ପକୁ ମାଇଲେ ଟେକା ଯେମନ୍ତେ ହୋଇ ସେ ଥକା ଗର୍ଜେ ଫାଇଁ ଫାଇଁ ସେହି ମତି ରହି ବୋଲେ ଗ୍ରୀବା କରି ବଙ୍କା ବିଶ୍ୱନାଥ. ବିଚିତ୍ର ରାମାୟଣ